ରାଜ୍ୟର ୩ହଜାର ଗାଁରେ ମୋବାଇଲ ଅପହଞ୍ଚ
Mobile service: ଓଡ଼ିଶାର ୩୨୫୪ ଗାଁରେ ମୋବାଇଲ୍ ସେବା ଅପହଞ୍ଚ । ସେହିଭଳି ୯୨୨ଟି ଗାଁରେ ଏବେବି ୨ଜି ମୋବାଇଲ୍ ସେବା ବଳବତ୍ତର ରହିଛି ଯାହାର ବେଗ ଅତ୍ୟନ୍ତ ଧିମା। ରାଜ୍ୟରେ କେତେକ ସ୍ଥାନରେ ୫ଜି ସେବା ଆରମ୍ଭ ହୋଇଥିବାବେଳେ ୨ଜି ସେବାରେ ପରିବର୍ତ୍ତନ ନ ହେବା ରାଜ୍ୟର ଦୁର୍ବଳ ମୋବାଇଲ ସଂଯୋଗକୁ ପ୍ରତିପାଦନ କରୁଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩ହଜାରରୁ ଅଧିକ ଗାଁରେ ମୋବାଇଲ୍ ସେବା ପହଞ୍ଚି ପାରିନଥିବାବେଳେ ପାଖାପାଖି ହଜାରେ ଗାଁରେ ଏବେବି … Continue reading ରାଜ୍ୟର ୩ହଜାର ଗାଁରେ ମୋବାଇଲ ଅପହଞ୍ଚ
Copy and paste this URL into your WordPress site to embed
Copy and paste this code into your site to embed