ଯମ ଦୂତ ମୋ ବସ: ୮ ମାସରେ ୬ ଜଣଙ୍କ ଜୀବନ ନେଇଛି
Mo Bus: ଚଳିତ ବର୍ଷ ଫେବ୍ରୁଆରି ମାସରେ ଦୁଇଟି ମାମଲାରେ ଶୋକସନ୍ତପ୍ତ ପରିବାରକୁ ୩ ଲକ୍ଷ ୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। କଟକ, ପୁରୀ ଓ ଭୁବନେଶ୍ୱରରେ ଗତ ୮ ମାସ ମଧ୍ୟରେ ‘ମୋ ବସ୍’ର ୧୯ଟି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଙ୍ଗଳବାର ବିଧାନସଭାରେ ସୂଚନା ଦେଇଛନ୍ତି। ବିଜେଡି ବିଧାୟକ … Continue reading ଯମ ଦୂତ ମୋ ବସ: ୮ ମାସରେ ୬ ଜଣଙ୍କ ଜୀବନ ନେଇଛି
Copy and paste this URL into your WordPress site to embed
Copy and paste this code into your site to embed