ନିଲମ୍ବନ ପଲିଟିକ୍ସ, ଚାପ ସମ୍ଭାଳି ପାରୁନି ବିଜେପି!

ରାଜ୍ୟ ବିଧାନସଭା ଏବେ ଭିନ୍ନ ଚର୍ଚ୍ଚାରେ ରହିଛି। ଏହି ବିଧାନସଭା ଦିନେ ଶୃଙ୍ଖଳିତ ଆଚରଣ ପାଇଁ ଗର୍ବ କରୁଥିଲା। ଆଜି ତାହା ବିଶୃଙ୍ଖଳା ଲାଗି ନିନ୍ଦିତ ହୋଇଛି। ଏହି ଘଟଣା ଦେଶର ବିଭିନ୍ନ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ରାଜ୍ୟବାସୀଙ୍କ ଟିକସରେ ବିଧାନସଭା ପରିଚାଳନା ପାଇଁ ଦୈନିକ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏତେ ଟଙ୍କା ଖର୍ଚ୍ଚ କରାଯାଇ ବିଧାନସଭାରେ ଜନସାଧାରଣଙ୍କ ସମସ୍ୟା ଆଲୋଚନା ହେବା କଥା। କିନ୍ତୁ ତାହା ଆଦୌ ହୋଇପାରୁନାହିଁ। ବିରୋଧୀଙ୍କ ଜିଦ୍‍ ଆଗରେ … Continue reading ନିଲମ୍ବନ ପଲିଟିକ୍ସ, ଚାପ ସମ୍ଭାଳି ପାରୁନି ବିଜେପି!