ଦେଶର ରାଗିଂ ହଟସ୍ପଟ ପାଲଟିଛି ଏମକେସିଜି ଏମସିଏଚ୍

MKCG: ସାଧାରଣ ହେଉ କି ବୈଷୟିକ ଶିକ୍ଷା କ୍ଷେତ୍ର, ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଦେଶର ଅଧିକାଂଶ ରାଗିଂ ମାମଲା ସାମ୍ନାକୁ ଆସୁଛି। ଦେଶର ସବୁଠାରୁ ଅଧିକ ରାଗିଂ ଅଭିଯୋଗ ଆସୁଥିବା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ (ଏମକେସିଜି ଏମସିଏଚ୍) ଦେଶର ଶୀର୍ଷରେ ରହିଛି। ସେହିପରି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ରାଉରକେଲାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ବୈଷୟିକ ବିଶ୍ୱବିଦ୍ୟାଳୟରେ ସ୍ଥାନ ପାଇଛି। ସୋସାଇଟି ଏଗନେଷ୍ଟ ଭାଓଲେନ୍ସ ଇନ ଏଜୁକେସନ୍ (ସେଭ୍) … Continue reading ଦେଶର ରାଗିଂ ହଟସ୍ପଟ ପାଲଟିଛି ଏମକେସିଜି ଏମସିଏଚ୍