ମାର୍ଶ ଖେଳିବେନି, ୱେବଷ୍ଟର ପଦାର୍ପଣ କରିବେ
କାଲିଠୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ(ନୂଆ ବର୍ଷ) ଟେଷ୍ଟ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା କାଲିଠଉ ପଞ୍ଚମ ଟେଷ୍ଟ ଆରମ୍ଭ ହେବ। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। ଘରୋଇ ଅଷ୍ଟ୍ରେଲିଆ ଦଳ ୨-୧ରେ ସିରିଜ ଆଗୁଆ ରହିଛି। ଫଳରେ ଟ୍ରଫି ବଜାୟ ରଖିବା ପାଇଁ ହେଲେ ଭାରତକୁ ଏହି ଟେଷ୍ଟ ଜିତିବାକୁ ହେବ। ଖାଲି ସେତିକି ନୁହେଁ, ସିଡନୀରେ ବିଜୟ ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲରେ ପହଞ୍ଚାଇ ପାରିବ। ସୂଚନାଯୋଗ୍ୟ … Continue reading ମାର୍ଶ ଖେଳିବେନି, ୱେବଷ୍ଟର ପଦାର୍ପଣ କରିବେ
Copy and paste this URL into your WordPress site to embed
Copy and paste this code into your site to embed