‘ସୁଭଦ୍ରା ଶକ୍ତି’ ନାମରେ ନାମିତ ହେବ ମିଶନ ଶକ୍ତି!

Subhadra Shakti: ସୁଭଦ୍ରା ଶକ୍ତି ମେଳା ଶକ୍ତିର କ୍ଲଷ୍ଟର ହେବ, ଯାହା କି ମହିଳାଙ୍କ ପାଇଁ ଏକ ନୂଆ ଓ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡ଼ା ପ୍ରକାଶ କରିଛନ୍ତି। ଖୁବଶୀଘ୍ର ଓଡ଼ିଶାର ଏକ ପ୍ରମୁଖ ପଦକ୍ଷେପରେ ବଡ଼ ଧରଣର ପରିବର୍ତ୍ତନ ଆସିପାରେ ଏବଂ ସେହି ଅନୁଯାୟୀ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ‘ସୁଭଦ୍ରା ଶକ୍ତି’ ନାମରେ ନାମିତ କରାଯିବାର ସମ୍ଭାବନା ରହିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁକ୍ରବାର ସମ୍ଭାବ୍ୟ ପରିବର୍ତ୍ତନ ବିଷୟରେ ପରୋକ୍ଷରେ ସଙ୍କେତ ଦେଇଛନ୍ତି। … Continue reading ‘ସୁଭଦ୍ରା ଶକ୍ତି’ ନାମରେ ନାମିତ ହେବ ମିଶନ ଶକ୍ତି!