Minority elite ।। ସଂଖ୍ୟାଲଘୁ ଉଚ୍ଚଜାତି
ରାଜ୍ୟ ରାଜନୀତିରେ ଏବେ ଓବିସି ଚର୍ଚ୍ଚା ଜୋର ଧରିଛି। ଶାସକଦଳଠାରୁ ଆରମ୍ଭ କରି ବିରୋଧୀ, ସଂଗଠନଠାରୁ ଆରମ୍ଭ କରି ବ୍ୟକ୍ତିବିଶେଷ ଯାଏ ସମସ୍ତେ ଯେମିତି ଏହି ଜାତି ରାଜନୀତି ବୈତରଣୀକୁ ଡିଆଁ ମାରିଛନ୍ତି। ସଂଖ୍ୟା ଭିତ୍ତିରେ ଏହି ଓବିସିଙ୍କୁ ଆରକ୍ଷଣ ଦେଇ ସେମାନଙ୍କ ଗୁରୁତ୍ୱ ବଢ଼ାଯାଉ ବୋଲି ଦାବି ହେଉଛି। ବିଧାନସଭାଠାରୁ ରାଜରାସ୍ତା ଯାଏ ଏ ଆନ୍ଦୋଳନ ଆମ ରାଜ୍ୟରେ ଏକ ନୂଆ ରାଜନୀତିକ ଗଣିତ ସୃଷ୍ଟି କରିବାକୁ ଯାଉଛି। ଆଉ ଏ ଭିତରେ ରାଜନୀତିକ ଦଳମାନଙ୍କ … Continue reading Minority elite ।। ସଂଖ୍ୟାଲଘୁ ଉଚ୍ଚଜାତି
Copy and paste this URL into your WordPress site to embed
Copy and paste this code into your site to embed