ତାଳଚେର-ବିମଳଗଡ଼ ରେଳ ସଂଯୋଗର ଅବଶିଷ୍ଟ ଅଂଶ ପାଇଁ ରେଳ ମନ୍ତ୍ରଣାଳୟ ଟେଣ୍ଡର ଆହ୍ୱାନ କରିଛି
ଓଡ଼ିଶାର ତାଳଚେର-ବିମଳାଗଡ଼ ନ୍ୟୁ ବ୍ରଡ୍ ଗେଜ୍ (ବିଜି) ରେଳ ସଂଯୋଗ ପ୍ରକଳ୍ପର ପଲ୍ଲହରାରୁ ମହୁଲଡିହା ମଧ୍ୟରେ ୩୦.୬୨ କିଲୋମିଟର ରାସ୍ତା ପାଇଁ ରେଳ ମନ୍ତ୍ରଣାଳୟ ଟେଣ୍ଡର ଆହ୍ୱାନ କରିଛି।ତାଳଚେର-ବିମଳାଗଡ଼ ରେଳ ସଂଯୋଗ ୨୦୦୩-୦୪ମସିହାରେ ମଞ୍ଜୁର ହୋଇଥିଲେ ହେଁ ଜମି ଅଧିଗ୍ରହଣ ସମସ୍ୟା, ଆଇନଗତ ପ୍ରତିବନ୍ଧକ ଓ ଅନ୍ୟାନ୍ୟ ଆହ୍ୱାନ ଯୋଗୁଁ ବର୍ଷ ବର୍ଷ ଧରି ଅନେକ ବିଳମ୍ବର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏସବୁ ଅସୁବିଧା ସତ୍ତ୍ୱେ ତାଳଚେର ରୁ ସୁନାଖାନି ମଧ୍ୟରେ ୨୦ କିଲୋମିଟର ରେଳ ଲାଇନ … Continue reading ତାଳଚେର-ବିମଳଗଡ଼ ରେଳ ସଂଯୋଗର ଅବଶିଷ୍ଟ ଅଂଶ ପାଇଁ ରେଳ ମନ୍ତ୍ରଣାଳୟ ଟେଣ୍ଡର ଆହ୍ୱାନ କରିଛି
Copy and paste this URL into your WordPress site to embed
Copy and paste this code into your site to embed