Minister Suraj in deep sleep || ମନ୍ତ୍ରୀ ସୂରଜ ନିଘୋଡ଼ ନିଦରେ
ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଛତିଶଗଡ଼ ସରକାରଙ୍କ ଠାରୁ ଶିଖିବା ଦରକାର। ରାଜ୍ୟରେ ଶାଳୀନତା କେମିତି ରକ୍ଷା କରାଯାଏ ତାହା ଆମ ମନ୍ତ୍ରୀ, ସରକାର ଓ ପ୍ରଶାସନ ଶିଖିବା ଦରକାର। ଯାହା ଏବେ ଓଡିଶା ସରକାରଙ୍କ ପାଇଁ ଲଜ୍ୟାଜନକ ହୋଇଛି। ଆପଣମାନେ ଜାଣିଥିବେ ଗଲା ଦୁଇ ତିନ ଦିନ ଧରି ରାଜ୍ୟରେ ଓ ଛତିଶଗଡ଼ରେ ନିଶା ମହାରଣାଙ୍କ ଉପରକୁ ଚପଲ ମାରିବା, ଚେୟାର ଫିଙ୍ଗିବା ଘଟଣା ଅଧିକାଂଶ ଗଣମାଧ୍ୟମ ପାଇଁ ଭାରି ଜରୁରୀ ହୋଇପଡ଼ିଛି । … Continue reading Minister Suraj in deep sleep || ମନ୍ତ୍ରୀ ସୂରଜ ନିଘୋଡ଼ ନିଦରେ
Copy and paste this URL into your WordPress site to embed
Copy and paste this code into your site to embed