ରାଜ୍ୟରେ ଗତ ମାସ ମଧ୍ୟରେ ଛଅ ମାସରେ ପାଞ୍ଚଜଣ ଛାତ୍ରୀ ନିଜ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତେଣୁ ପ୍ରଶ୍ନ ନାରୀ ସୁରକ୍ଷା ଦିଗରେ ଓଡ଼ିଶା କେଉଁ ଦିଗକୁ ଯାଉଛି? ସୁନ୍ଦରଗଡ଼ର ଏକ ଗାଁରେ, ଲାଞ୍ଜିବେର୍ଣ୍ଣାର ଅନ୍ଧାର ମାଡ଼ିଆସୁଥିବା ସାନ୍ଧ୍ୟବେଳେ ଜଣେ ଦ୍ୱିତୀୟ ବର୍ଷର ସ୍ନାତକ ଛାତ୍ରୀ ନିଜକୁ ନିଆଁରେ ଜଳେଇ ଦେଲା। ଜଣେ ୨୫ ବର୍ଷୀୟ ଯୁବକଙ୍କ ଧମକ, ହଇରାଣ ଓ ଅନୁସରଣରେ ଦିନକୁ ଦିନ ଉତ୍ପୀଡ଼ନ ବଢ଼ିବାରୁ ତାଙ୍କ ମାନସିକ ସ୍ଥିତି … Continue reading ଉତ୍ତର ଦିଅନ୍ତୁ ମନ୍ତ୍ରୀ;ଆଉ କେତେ ଛାତ୍ରୀ ନିଆଁରେ ପୋଡ଼ି ମରିବେ? || Minister, please answer; how many more students will burn to death in the fire?
Copy and paste this URL into your WordPress site to embed
Copy and paste this code into your site to embed