ଦିଲ୍ଲୀପଙ୍କ ବିରୋଧରେ ଖଣି ଲବି ଆକ୍ଟିଭ! || Mining lobby active against Dillip!

ଓଡ଼ିଶା ରାଜନୀତିରେ ଟଙ୍କା ଏବଂ ଖଣିର ପ୍ରଭାବ କୌଣସି ନୂଆ କଥା ନୁହେଁ। କିନ୍ତୁ ଚଳିତ ରାଜ୍ୟସଭା ନିର୍ବାଚନ ଏମିତି ଏକ ମୋଡ଼ରେ ପହଞ୍ଚିଛି, ଯେଉଁଠି ଗଣତନ୍ତ୍ରର ମୂଲ୍ୟବୋଧ ଉପରେ ‘ଖଣି ଲବି’ର କଳାବାଦଲ ଘୋଟି ଆସିଲାଣି। ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିବା ହେଭିୱେଟ୍ ଶିଳ୍ପପତି ଦିଲ୍ଲୀପ ରାୟଙ୍କୁ ହରାଇବା ପାଇଁ ଏବେ ପରଦା ପଛରେ ଏକ ବିରାଟ ଷଡ଼ଯନ୍ତ୍ରର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଚର୍ଚ୍ଚା ହେଉଛି ଯେ, ଦିଲ୍ଲୀପଙ୍କୁ ରାଜ୍ୟସଭାରୁ ଦୂରେଇ … Continue reading ଦିଲ୍ଲୀପଙ୍କ ବିରୋଧରେ ଖଣି ଲବି ଆକ୍ଟିଭ! || Mining lobby active against Dillip!