Mini Pandian in charge of the residence || ନିବାସ ଦାୟିତ୍ୱରେ ମିନି ପାଣ୍ଡିଆନ

ବିଗତ କିଛିବର୍ଷ ଧରି ଓଡ଼ିଶାର ରାଜନୈତିକ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିବା ‘ନବୀନ ନିବାସ’ ପୁଣିଥରେ ଏବେ ଆଲୋଚନାର ଶିରୋନାମାରେ ରହିଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)ର ଅପ୍ରତ୍ୟାଶିତ ପରାଜୟ ପରେ ବି ଏହି ବାସଭବନ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆବାସ ହୋଇ ରହିନାହିଁ, ବରଂ ଏହା ଏକ ପରିବର୍ତ୍ତିତ ରାଜନୈତିକ ଶକ୍ତି-କେନ୍ଦ୍ରର ପ୍ରତୀକ ପାଲଟିଛି। ଦିନେ ଯିଏ ଏହି ଦୁର୍ଗର ଅଲିଖିତ ମୁଖ୍ୟ ସେନାପତି ଭାବେ ନିରଙ୍କୁଶ ଭାବେ ବିଚରଣ କରୁଥିଲେ ସେ … Continue reading Mini Pandian in charge of the residence || ନିବାସ ଦାୟିତ୍ୱରେ ମିନି ପାଣ୍ଡିଆନ