କ୍ଷୀର ନୁହେଁ ସ୍ୱାସ୍ଥ୍ୟ ପାଇଁ ଭଲ ବିଅର୍‌, ଜାଣନ୍ତୁ କ’ଣ କହୁଛି ବିଜ୍ଞାନ

Milk VS Beer: ଆଲ୍‌କୋହଲ୍‌ ବା ନିଶାଦ୍ରବ୍ୟ ଆମ ଶରୀର ପାଇଁ ହାନିକାରକ ହୋଇଥାଏ । ନିୟମିତ ଏହାର ସେବନ ଦ୍ୱାରା ଆମକୁ ଅନେକ ପ୍ରକାରର ରୋଗ ହେବାର ଆଶଙ୍କା ବଢ଼ିଯାଏ। ହେଲେ ଏକ ରିପୋର୍ଟରେ ‘କ୍ଷୀର ଅପେକ୍ଷା ବିଅର୍‌ ସ୍ୱାସ୍ଥ୍ୟ ପାଇଁ ହିତକର’ ବୋଲି କୁହାଯାଇଛି । କ୍ଷୀର ପିଇଲେ, ଶରୀରର ବିକାଶ ହୋଇଥାଏ ବୋଲି ପିଲା ଦିନରୁ ଆମେ ଶୁଣି ଆସୁଛେ। ଖାଦ୍ୟ ସହିତ ସମସ୍ତେ କ୍ଷୀରକୁ ମଧ୍ୟ ଏକ ଜରୁରୀ ଉପାଦାନ ଭାବରେ … Continue reading କ୍ଷୀର ନୁହେଁ ସ୍ୱାସ୍ଥ୍ୟ ପାଇଁ ଭଲ ବିଅର୍‌, ଜାଣନ୍ତୁ କ’ଣ କହୁଛି ବିଜ୍ଞାନ