ସ୍ୱର୍ଣ୍ଣ ତ୍ରିଭୂଜ ପରିଭ୍ରମଣ କରିବେ ପ୍ରବାସୀ
ଭୁବନେଶ୍ୱରରେ ନିୟୋଜିତ ହେବେ ଟୁରିଷ୍ଟ ଅଫିସର ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ୭୦୦୦ ହଜାର ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଚାରିଆଡେ ଜୋରସୋର ପ୍ରସ୍ତୁତି ଚାଲିଛି। ଏହାକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଲାଗିପଡିଛନ୍ତି । ଏଥିରେ ଯୋଗ ଦେବାକୁ ଥିବା ଅତିଥିମାନେ ଓଡିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ … Continue reading ସ୍ୱର୍ଣ୍ଣ ତ୍ରିଭୂଜ ପରିଭ୍ରମଣ କରିବେ ପ୍ରବାସୀ
Copy and paste this URL into your WordPress site to embed
Copy and paste this code into your site to embed