ଏହି କାରଣ ପାଇଁ ହୋଇଥାଏ ମାଇଗ୍ରେନ ସମସ୍ୟା
Migraine : ମାଇଗ୍ରେନ୍ କେବଳ ଗମ୍ଭୀର ମୁଣ୍ଡବିନ୍ଧା ନୁହେଁ ବରଂ ଏହାଠାରୁ ଅନେକ ଅଧିକ । ଏହା ଏକ ସ୍ନାୟୁବିକ ଅବସ୍ଥା ଯାହା ଦୈନନ୍ଦିନ ଜୀବନକୁ ଯଥେଷ୍ଟ ପ୍ରଭାବିତ କରିପାରେ । ସାଧାରଣତଃ ମୁଣ୍ଡର ଗୋଟିଏ ପାର୍ଶ୍ୱରେ ତୀବ୍ର ଯନ୍ତ୍ରଣା ସହିତ ଆଖି ବିନ୍ଧିବା,ବାନ୍ତି କରିବା ଏବଂ ଆଲୋକ ଓ ଶବ୍ଦ ପ୍ରତି ସମ୍ବେଦନଶୀଳତା ଭଳି ଲକ୍ଷଣ ଦେଖା ଦେଇପାରେ । ଏହା ଅନେକ ଘଣ୍ଟାରୁ ଅନେକ ଦିନ ପର୍ଯ୍ୟନ୍ତ ଚାଲିପାରେ। ସାଧାରଣ କାରଣ ଏବଂ ଟ୍ରିଗର୍ … Continue reading ଏହି କାରଣ ପାଇଁ ହୋଇଥାଏ ମାଇଗ୍ରେନ ସମସ୍ୟା
Copy and paste this URL into your WordPress site to embed
Copy and paste this code into your site to embed