ଇରାନ ଯୁଦ୍ଧକୁ ମାସେ : ଶକ୍ତି ଯୋଗାଣର ଅଚଳାବସ୍ଥା || Middle East War

ପଶ୍ଚିମ ଏସିଆର ଆକାଶରୁ ନିଆଁ ବର୍ଷିବାର ଆଜି ଗୋଟିଏ ମାସ ପୂରିଛି। ଗତ ଫେବୃଆରୀ ୨୮ ତାରିଖରେ ଇସ୍ରାଏଲ ଏବଂ ଆମେରିକାର ମିଳିତ ବାୟୁସେନା ଯେତେବେଳେ ଇରାନ ଉପରେ ‘ଅପରେସନ’ ଆରମ୍ଭ କରିଥିଲେ, ସେତେବେଳେ ହୁଏତ ହ୍ୱାଇଟ ହାଉସର ଆକଳନ ଥିଲା ଯେ ମାତ୍ର କିଛି ଦିନ ମଧ୍ୟରେ ଇରାନର ଇସଲାମିକ ଶାସନ ଆଣ୍ଠେଇ ପଡ଼ିବ। କିନ୍ତୁ ୩୦ ଦିନର ରକ୍ତାକ୍ତ ସଂଘର୍ଷ ପରେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା ଦେଖାଯାଉଛି। ଇରାନ କେବଳ ଲଢ଼େଇ ଜାରି ରଖିନାହିଁ, … Continue reading ଇରାନ ଯୁଦ୍ଧକୁ ମାସେ : ଶକ୍ତି ଯୋଗାଣର ଅଚଳାବସ୍ଥା || Middle East War