ମଧ୍ୟପ୍ରାଚ୍ୟର ରଣକ୍ଷେତ୍ର: ‘ରେଡ୍ ଲାଇନ୍’ଠାରୁ ‘ବ୍ୟାକ୍ ଚ୍ୟାନେଲ୍’ || Middle East battlefields: From the ‘red line’ to the ‘back channel’

ବର୍ତ୍ତମାନ ବିଶ୍ୱ ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି ମଧ୍ୟପ୍ରାଚ୍ୟ। ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ସଂଘର୍ଷ କେବଳ ମିସାଇଲ୍ କିମ୍ବା ଡ୍ରୋନ୍ ମାଧ୍ୟମରେ ସୀମିତ ନାହିଁ, ବରଂ ଏହା କୂଟନୈତିକ ଶବ୍ଦାବଳୀର ଏକ ଜଟିଳ ଖେଳ ପାଲଟିଛି। ସମ୍ପ୍ରତି ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ‘ରେଡ୍ ଲାଇନ୍’, ‘ବ୍ୟାକ୍ ଚ୍ୟାନେଲ୍ ଟକ୍’ ଏବଂ ‘ଅଫ୍ ରାମ୍ପ’ ଭଳି ଶବ୍ଦଗୁଡ଼ିକ ବହୁଳ ଭାବରେ ବ୍ୟବହୃତ ହେଉଛି। ଜଣେ ସାଧାରଣ ପାଠକ ପାଇଁ ଏହାର ଅର୍ଥ ଜାଣିବା ଯେତିକି … Continue reading ମଧ୍ୟପ୍ରାଚ୍ୟର ରଣକ୍ଷେତ୍ର: ‘ରେଡ୍ ଲାଇନ୍’ଠାରୁ ‘ବ୍ୟାକ୍ ଚ୍ୟାନେଲ୍’ || Middle East battlefields: From the ‘red line’ to the ‘back channel’