Microsoft to invest $1.5 billion in India ।। ମାଇକ୍ରୋସଫ୍ଟ ଭାରତରେ ୧୭.୫ ବିଲିଅନ ଡଲାର ନିବେଶ କରିବ

ମାଇକ୍ରୋସଫ୍ଟ ଭାରତରେ ଆସନ୍ତା ୪ ବର୍ଷ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ଭିତ୍ତିଭୂମି ନିର୍ମାଣରେ ୧୭.୫ ବିଲିଅନ ଡଲାର ନିବେଶ କରିବ । ୪ ଦିନିଆ ଭାରତ ଗସ୍ତରେ ଆସିଥିବା ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା ଆଜି ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ଉଠାଇଥିବା ଫଟୋ ‘ଏକ୍ସ’ରେ ସେୟାର କରି ସେ ଲେଖିଛନ୍ତି ଭାରତରେ ଏଆଇ ସୁଯୋଗ ସମ୍ପର୍କରେ ଉତ୍ସାହପ୍ରଦ ଆଲୋଚନା ହେଲା। ଦେଶର ଅଭିଳାଷକୁ ସାକାର କରିବା ପାଇଁ … Continue reading Microsoft to invest $1.5 billion in India ।। ମାଇକ୍ରୋସଫ୍ଟ ଭାରତରେ ୧୭.୫ ବିଲିଅନ ଡଲାର ନିବେଶ କରିବ