କେମିତି ବଢାଇବେ ମେଟାବୋଲିଜିମ୍ ?

Metabolism: ମେଟାବୋଲିଜିମକୁ ସ୍ୱାସ୍ଥ୍ୟର ରାଜା କୁହାଯାଏ । ଏହା ଶରୀରକୁ ଶକ୍ତି ଦେବାପାଇଁ କାମ କରିଥାଏ। ମେଟାବୋଲିଜିମ୍ ସ୍ତର ଯେତେ ଭଲ ହେବ, ଆପଣ ସେତେ ଅଧିକ ସକ୍ରିୟ ଓ ଶକ୍ତିଶାଳୀ ହେବେ। ଦୁର୍ବଳ ମେଟାବୋଲିଜିମ୍ କାରଣରୁ ଥକାପଣ, ମୋଟାପଣ, ଉଚ୍ଚ କୋଲେଷ୍ଟ୍ରଲ ଭଳି ଅନେକ ଗମ୍ଭୀର ସମସ୍ୟା ଦେଖାଦେଇଥାଏ। ତେବେ ଆସନ୍ତୁ ଜାଣିବା, କେଉଁ ଖାଦ୍ୟ ମେଟାବୋଲିଜିମ୍ ବଢ଼ାଇବା ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଭିଜାଇ ଥିବା ବାଦାମ ବାଦାମ ଖାଇବା ଦ୍ୱାରା ଅନେକ ଫାଇଦା … Continue reading କେମିତି ବଢାଇବେ ମେଟାବୋଲିଜିମ୍ ?