ଏହି ପଦକ୍ଷେପ ଇନଷ୍ଟାଗ୍ରାମ୍ ର ପୁନଃନିର୍ମିତ “କିଶୋର ଆକାଉଣ୍ଟ”ର ବିସ୍ତାର ଉପରେ କେନ୍ଦ୍ରିତ । ଯାହା ଚଳଚ୍ଚିତ୍ର-ଶୈଳୀ,ବୟସ-ରେଟିଂ,ଫ୍ରେମୱାର୍କ ଓ ପିତାମାତାଙ୍କ ମତାମତ ଉପରେ ଆକର୍ଷିତ। ମେଟା ପ୍ଲାଟଫର୍ମଗୁଡ଼ିକ ଗୁରୁବାର ଦିନ ଭାରତରେ କିଶୋରମାନଙ୍କ ପାଇଁ ଅନଲାଇନ୍ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଇନଷ୍ଟାଗ୍ରାମ୍ ରେ ଏକ ପ୍ରମୁଖ ଅପଡେଟ୍ ଘୋଷଣା କରିଛି । ଏହା ଡିଫଲ୍ଟ ଭାବରେ ଉନ୍ନତ ସୁରକ୍ଷା ଏବଂ କଠୋର ବିଷୟବସ୍ତୁକୁ ନିୟନ୍ତ୍ରଣ କରିବାରେ ଲାଗୁ ହେଉଛି । ନୂତନ ସିଷ୍ଟମ ଅଧୀନରେ, ୧୮ବର୍ଷରୁ … Continue reading ଇନଷ୍ଟାଗ୍ରାମ୍ ପାଇଁ ବୟସସୀମା ନିୟମ ଓ ବିଷୟବସ୍ତୁ କୁ ନେଇ କଠୋର ହେଲା ମେଟା || Meta tightens Instagram teen safety rules in India with new age-based content filters
Copy and paste this URL into your WordPress site to embed
Copy and paste this code into your site to embed