IT ସଚିବ ଏସ୍. କୃଷ୍ଣନଙ୍କୁ ଭେଟି ସ୍ପଷ୍ଟୀକରଣ ଦେଲେ ମେଟା ଗ୍ଲୋବାଲ୍ ଆଫେୟାର୍ସ ଚିଫ୍ ଜୋଏଲ୍ କାପ୍ଲାନ୍, ଶୁଣାଇଲେ ସରକାରୀ ଚେତାବନୀ || Meta Global Affairs Chief Joel Kaplan meets IT Secretary S. Krishnan, gives clarification, conveys government warning

ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓ ହଟାଯିବା ଏବଂ କଣ୍ଟେଣ୍ଟ ମୋଡରେସନ୍ ବିଭ୍ରାଟକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ମେଟାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ ପହଞ୍ଚିଛନ୍ତି। ମେଟାର ଚିଫ୍ ଗ୍ଲୋବାଲ୍ ଆଫେୟାର୍ସ ଅଫିସର୍ ଜୋଏଲ୍ କାପ୍ଲାନ୍‌ଙ୍କ ନେତୃତ୍ୱରେ ଆସିଥିବା ଏହି ବରିଷ୍ଠ ଗ୍ଲୋବାଲ୍ ଟିମ୍ କେନ୍ଦ୍ର ଆଇଟି ସଚିବ ଏସ୍. କୃଷ୍ଣନଙ୍କ ସହ ପ୍ରାୟ ୪୫ ମିନିଟ୍ ଧରି ଏକ ଗୁରୁତ୍ୱପୂର୍ଣ୍ଣ … Continue reading IT ସଚିବ ଏସ୍. କୃଷ୍ଣନଙ୍କୁ ଭେଟି ସ୍ପଷ୍ଟୀକରଣ ଦେଲେ ମେଟା ଗ୍ଲୋବାଲ୍ ଆଫେୟାର୍ସ ଚିଫ୍ ଜୋଏଲ୍ କାପ୍ଲାନ୍, ଶୁଣାଇଲେ ସରକାରୀ ଚେତାବନୀ || Meta Global Affairs Chief Joel Kaplan meets IT Secretary S. Krishnan, gives clarification, conveys government warning