ଜୟନାରାୟଣଙ୍କ ଏଭଳି ବୟାନ କାହିଁକ? ଓଡ଼ିଶାରେ ମିଶି ଭୁଲ୍ କରିଦେଲୁ

Jayanarayan Mishra: ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ନିଜର ସ୍ପଷ୍ଟବାଦୀତା ଯୋଗୁ ଅନେକ ସମୟରେ ନିଜ ପାଇଁ ତଥା ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିଥାଆନ୍ତି। ସେ ଆଜି ଯେଉଁ ବୟାନ ଦେଇଛନ୍ତି ସେଥିରେ ରାଜ୍ୟ ବିଜେପିର ନେତାମାନଙ୍କର ଅକଲ ଗୁଡୁମ ହୋଇଯାଇଛି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମ୍ବଲପୁରରେ ଆୟୋଜିତ ସୁଭଦ୍ରା ସହାୟତା କିସ୍ତି ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଓଡ଼ିଶାକୁ ନିଜର ରାଜ୍ୟଭାବେ ଗ୍ରହଣ କରିପାରିନାହାନ୍ତି। … Continue reading ଜୟନାରାୟଣଙ୍କ ଏଭଳି ବୟାନ କାହିଁକ? ଓଡ଼ିଶାରେ ମିଶି ଭୁଲ୍ କରିଦେଲୁ