ମେହେନ୍ଦୀକୁ ଗାଢ଼ କରିବା ପାଇଁ ଜାଣି ରଖନ୍ତୁ ଟିପ୍ସ୍

Mehendi: ଛୋଟ ପିଲା ହେଉ କି ବୃଦ୍ଧ ମହିଳା ସମସ୍ତେ ତାଙ୍କ ହାତରେ ମେହେନ୍ଦି ଲଗେଇବାକୁ ପସନ୍ଦ କରନ୍ତି। ମେହେନ୍ଦି ଲଗେଇଲେ ହାତ ଦେଖାଯାଏ ସେତେହିଁ ମେହେନ୍ଦିର ସୁଗନ୍ଧ ସମସ୍ତଙ୍କୁ ଭଲ ଲାଗେ। ବିଭିନ୍ନ ଡିଜାଇନ୍‌ରେ ମେହେନ୍ଦୀକୁ ହାତ ଏବଂ ପାଦରେ ଲଗାଯାଉଛି। ବାହାଘର ଓ ବିଭିନ୍ନ ପର୍ବ ପର୍ବାଣୀରେ ଝିଅ ଓ ବୋହୂମାନେ ହାତରେ ମେହେନ୍ଦୀ ଲଗାଇଥାନ୍ତି। ବାହାଘର ବେଳେ ସବୁ ଯୁବତୀ ଚାହାନ୍ତି ସେମାନଙ୍କ ମେହେନ୍ଦୀ ସବୁଠାରୁ ଗାଢ଼ ଦେଖାଯାଉ। ଏଥିପାଇଁ ସେମାନେ ବିଭିନ୍ନ … Continue reading ମେହେନ୍ଦୀକୁ ଗାଢ଼ କରିବା ପାଇଁ ଜାଣି ରଖନ୍ତୁ ଟିପ୍ସ୍