ନେପାଳର ଏକମାତ୍ର କୋଟିପତି ଜଣେ ଭାରତୀୟ ବଂଶୋଦ୍ଭବ

Meet Nepal’s richest man: କାଠମାଣ୍ଡୁର ଏକ ମାରୱାଡି ପରିବାରରେ ଜନ୍ମଗ୍ରହଣ କରିଥିବା ଏହି ବ୍ୟକ୍ତି ସ୍ୱାଭାବିକ ଭାବରେ ଉଦ୍ୟୋଗ ପ୍ରତି ଆଗ୍ରହୀ ଥିଲେ । ବ୍ୟବସାୟ କ୍ଷେତ୍ରରେ ତାଙ୍କର ସଫଳ ଯାତ୍ରା ଏକଦା ତାଙ୍କ ଜେଜେବାପାଙ୍କ ଠାରୁ ଆରମ୍ଭ ହୋଇଥିଲା। ସେ ଭାରତରୁ ନେପାଳକୁ ଚାଲି ଆସି ଏକ ସଫଳ ଟେକ୍ସଟାଇଲ ବ୍ୟବସାୟ ଆରମ୍ଭ କରିଥିଲେ । ନାତି ଏହି ପରମ୍ପରାକୁ ଆଗକୁ ନେଇ ବର୍ତ୍ତମାନ ନେପାଳର ସବୁଠୁ ଧନୀ ବ୍ୟକ୍ତି ଭାବେ ନିଜର ସ୍ଥାନ … Continue reading ନେପାଳର ଏକମାତ୍ର କୋଟିପତି ଜଣେ ଭାରତୀୟ ବଂଶୋଦ୍ଭବ