ଷ୍ଟାଣ୍ଡାର୍ଡ ଭାବେ ୬ଟି ଏୟାରବ୍ୟାଗ୍ ସହ ୫ଟି ମାରୁତି କାର୍

ଯଦିଓ ମାରୁତି ୬ଟି ଏୟାରବ୍ୟାଗ୍କୁ ଅଧିକ କାର୍ ରେ ଷ୍ଟାଣ୍ଡାର୍ଡ ଫିଟମେଣ୍ଟ କରିବା ପାଇଁ କାମ କରୁଛି, କିନ୍ତୁ ଅତିରିକ୍ତ ଏୟାରବ୍ୟାଗ୍ ଯୋଡ଼ିବା ଦ୍ୱାରା ମୂଲ୍ୟ ବୃଦ୍ଧି ହେବ।ମାରୁତି ସୁଜୁକି ଇଣ୍ଡିଆ ର କାର୍ ରେ ନିରାପତ୍ତା ବୈଶିଷ୍ଟ୍ୟର ଅଭାବ କୁ ନେଇ କ୍ରେତାମାନେ ବାରମ୍ବାର ସମାଲୋଚନା କରିଆସୁଛନ୍ତି। ତେବେ କଂପାନିର କାର୍ ସବୁବେଳେ ଦେଶର ସମସ୍ତ ଯାନ ନିରାପତ୍ତା ନିୟମକୁ ପାଳନ କରିଆସୁଛି। ନିରାପତ୍ତା ମାନ ବୃଦ୍ଧି ପାଇଁ ବ୍ରେଜା ନିର୍ମାତା ଏହାର ୫ଟି ଏମ୍ … Continue reading ଷ୍ଟାଣ୍ଡାର୍ଡ ଭାବେ ୬ଟି ଏୟାରବ୍ୟାଗ୍ ସହ ୫ଟି ମାରୁତି କାର୍