ଓଡ଼ିଶାରେ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଗତ କିଛି ବର୍ଷ ଧରି ଜିଲ୍ଲାସ୍ତରରେ ଏକାଧିକ ନୂତନ ମେଡିକାଲ କଲେଜ ସ୍ଥାପନ କରାଯାଇଛି। ଅତ୍ୟାଧୁନିକ ଭବନ, ଆଧୁନିକ ଚିକିତ୍ସା ଯନ୍ତ୍ରପାତି ଏବଂ ବ୍ୟାପକ ସ୍ୱାସ୍ଥ୍ୟସେବାର ପ୍ରତିଶ୍ରୁତି ସହ ଏହି ପ୍ରକଳ୍ପଗୁଡ଼ିକୁ ରାଜ୍ୟ ସରକାର ଆଗେଇ ନେଇଥିଲେ। କିନ୍ତୁ ଏବେ ଏହି ମେଡିକାଲ କଲେଜଗୁଡ଼ିକର ଭିତ୍ତିଭୂମି, ମାନବ ସମ୍ବଳ ଓ ସେବା ପ୍ରଦାନ ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଳରେ ପ୍ରଶ୍ନ ଉଠୁଛି। ବିଶେଷକରି କିଛି ଜିଲ୍ଲାରେ ରୋଗୀ ସେବା, ବିଶେଷଜ୍ଞ ଡାକ୍ତରଙ୍କ … Continue reading ମେଡିକାଲ କଲେଜର: ଭିତ୍ତିଭୂମି ସଙ୍କଟକୁ ନେଇ ବଢ଼ୁଛି ପ୍ରଶ୍ନ, ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉତ୍ତରଦାୟିତ୍ତ୍ୱ ଉପରେ ଚର୍ଚ୍ଚା || Medical College: Questions rise over infrastructure crisis, debate over accountability of health system
Copy and paste this URL into your WordPress site to embed
Copy and paste this code into your site to embed