Media talk ।। ମିଡିଆ ଚର୍ଚ୍ଚା: ଏକ ନମ୍ବର ନ୍ୟୁଜ୍‍ ଚ୍ୟାନେଲରେ ହତୋଽତ୍ସାହ

ରାଜ୍ୟର ଏକ ନମ୍ବର ନ୍ୟୁଜ୍‍ ଚ୍ୟାନେଲରେ ଆରମ୍ଭ ହୋଇଛି କର୍ମଚାରୀ ଅସନ୍ତୋଷ। ପୁଣି ନୂଆ ସରକାର କ୍ଷମତାକୁ ଆସିବା ପରେ ଏହି ଅସନ୍ତୋଷ ସୃଷ୍ଟି ହୋଇଛି। ହେଲେ ଏହା ରାଜନୀତିକୁ କେନ୍ଦ୍ର କରି ନୁହେଁ, ବରଂ ସାଆନ୍ତାଣୀଙ୍କ ଓଭର କନ୍‍ଫିଡେନ୍ସ ଲାଗି। ଯେଉଁ କର୍ମଚାରୀମାନେ କିଛିଦିନ ପୂର୍ବରୁ ଲୟାଲ ବା ଅନୁଗତ ବୋଲି ବୋନସ୍‍ ଓ ସମ୍ମାନ ପାଉଥିଲେ ଏବେ ସେମାନଙ୍କୁ କୁହାଯାଉଛି ‘ଏଠି ପଡ଼ିଛ କାହିଁକି, ଆଉ ଅନ୍ୟଗତି ନାହିଁକି? ଏହି ଶବ୍ଦସବୁ ଶୁଣି ହତୋତ୍ସାହିତ … Continue reading Media talk ।। ମିଡିଆ ଚର୍ଚ୍ଚା: ଏକ ନମ୍ବର ନ୍ୟୁଜ୍‍ ଚ୍ୟାନେଲରେ ହତୋଽତ୍ସାହ