ଏହି ମୁଖ୍ୟମନ୍ତ୍ରୀଙ୍କ ଆଗକୁ ଚପଲ ପିନ୍ଧି ଯିବା ଥିଲା ମନା,ରୋଷେୟାଙ୍କ ଉପରେ ରହୁଥିଲା ପୋଲିସ ନଜର

Mayawati: ୨୦୧୧ମସିହାରେ ଆମେରିକାର କଳା କାରନାମାର ପର୍ଦ୍ଦାଫାସ କରୁଥିବା ଏକ ଅନୁସନ୍ଧାନମୂଳକ ୱେବସାଇଟ ଉଇକିଲିକ୍ସ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ ଏକଛତ୍ରବାଦୀ ଓ ଦୁର୍ନୀତିଗ୍ରସ୍ତ ବୋଲି ବର୍ଣ୍ଣନା କରିଥିଲା। ଅକ୍ଟୋବର ୨୩, ୨୦୦୮ରେ ଆମେରିକୀୟ ଦୂତାବାସର ଏକ କେବୁଲରେ ମାୟାବତୀଙ୍କ ବାବଦରେ କୁହାଯାଇଥିଲା ଯେ, ମାୟାବାତୀଙ୍କ ପସନ୍ଦର ସାଣ୍ଡେଲ ଆଣିବା ପାଇଁ ସରକାରୀ ଖର୍ଚ୍ଚରେ ଖାଲି ବିମାନ ମୁମ୍ବାଇ ଯାଉଥିଲା । ବିଏସପି ସୁପ୍ରିମୋ ମାୟାବତୀଙ୍କ ସୁରକ୍ଷା ଯାଞ୍ଚ ପାଇଁ ନ୍ୟାସନାଲ ସିକ୍ୟୁରିଟି ଗାର୍ଡସ (ଏନଏସଜି) ମଙ୍ଗଳବାର … Continue reading ଏହି ମୁଖ୍ୟମନ୍ତ୍ରୀଙ୍କ ଆଗକୁ ଚପଲ ପିନ୍ଧି ଯିବା ଥିଲା ମନା,ରୋଷେୟାଙ୍କ ଉପରେ ରହୁଥିଲା ପୋଲିସ ନଜର