୪ ମଇ: ରାହୁଲଙ୍କ ଅନ୍ତିମ ପରୀକ୍ଷା? || May 4: Rahul’s final test?

ରାଜନୀତିରେ ନିର୍ବାଚନ ହେଉଛି ଏକମାତ୍ର ମାପକାଠି, ଯାହା ନେତୃତ୍ୱର ଦକ୍ଷତା ଏବଂ ଦଳର ଗ୍ରହଣୀୟତାକୁ ପ୍ରମାଣିତ କରେ। ଆସନ୍ତା ୪ ମଇରେ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ ଏବଂ ଆସାମ ନିର୍ବାଚନର ଯେଉଁ ଫଳାଫଳ ଆସିବାକୁ ଯାଉଛି, ତାହା କେବଳ ଚାରିଟି ରାଜ୍ୟର ଶାସନ ଗାଦି ନିର୍ଦ୍ଧାରଣ କରିବ ନାହିଁ; ବରଂ ଏହା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ‘ନୂଆ କଂଗ୍ରେସ’ ପାଇଁ ଏକ ସ୍ପଷ୍ଟ ଜନମତ ବା ରିଫରେଣ୍ଡମ୍ (Referendum) ଭାବେ ଉଭା ହେବ। ବିଗତ ୨୨ ବର୍ଷର … Continue reading ୪ ମଇ: ରାହୁଲଙ୍କ ଅନ୍ତିମ ପରୀକ୍ଷା? || May 4: Rahul’s final test?