ଦୋଷୀ ସାବ୍ୟସ୍ତ ନେତାଙ୍କ ଉପରେ ଆଜୀବନ ନିଷେଧାଦେଶ କ୍ଷମତା ସଂସଦ ପାଖରେ : କେନ୍ଦ୍ର

Life ban on convicted leaders: ଦୋଷୀ ସାବ୍ୟସ୍ତ ରାଜନେତାଙ୍କ ଉପରେ ଆଜୀବନ ନିଷେଧାଦେଶ ଏକ ଆଇନଗତ ମାମଲା। ଏଭଳି ନେତାଙ୍କ ନର୍ବାଚନ ଲଢ଼ିବା ଉପେର ଆଜୀନବନ ନିଷେଧାଦେଶ ଲାଗୁ କରିବାର କ୍ଷମତା ସଂସଦର ରହିଛି ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଅଯୋଗ୍ୟ ଘୋଷଣାର ଅବଧି ଏକ ଆଇନଗତ ନୀତି ପ୍ରସଙ୍ଗ ବୋଲି କେନ୍ଦ୍ର କହିଛି ଅଶ୍ୱିନୀ ଉପାଧ୍ୟାୟଙ୍କ ୨୦୧୬ ଆବେଦନର ଜବାବ ଏହି ସତ୍ୟପାଠ ଦିଆଯାଇଛି ବର୍ତ୍ତମାନର ଆଇନରେ ଦୋଷୀ ସାବ୍ୟସ୍ତ ହେବା ପରେ … Continue reading ଦୋଷୀ ସାବ୍ୟସ୍ତ ନେତାଙ୍କ ଉପରେ ଆଜୀବନ ନିଷେଧାଦେଶ କ୍ଷମତା ସଂସଦ ପାଖରେ : କେନ୍ଦ୍ର