‘Matru Shakti’ in Odisha governance || ଓଡ଼ିଶା ଶାସନରେ ‘ମାତୃଶକ୍ତି’

ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ପରମ୍ପରାରେ ମହିଳାମାନେ ସଦାବେଳେ ପୂଜନୀୟା। କିନ୍ତୁ ଆଜିର ପରିବର୍ତ୍ତିତ ରାଜନୈତିକ ଓ ପ୍ରଶାସନିକ ପରିବେଶରେ ଏହି ଶକ୍ତି କେବଳ ପରମ୍ପରାରେ ସୀମିତ ନ ରହି ‘ଶାସନର ମଙ୍ଗ’ ଧରିବାକୁ ସଜବାଜ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟ ଶାସନର ପ୍ରମୁଖ ସ୍ତମ୍ଭଗୁଡ଼ିକରେ ମହିଳାମାନଙ୍କୁ ସ୍ଥାନିତ କରି କେବଳ ଓଡ଼ିଶା ନୁହେଁ, ବରଂ ସମଗ୍ର ଦେଶ ପାଇଁ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି। ଆଇନ ପ୍ରଣୟନଠାରୁ ଆରମ୍ଭ … Continue reading ‘Matru Shakti’ in Odisha governance || ଓଡ଼ିଶା ଶାସନରେ ‘ମାତୃଶକ୍ତି’