ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ: ଟୋଲ ଟିକସରୁ ମିଳିପାରେ ତ୍ରାହି

Toll tax: ଉଭୟ ପ୍ରସ୍ତାବକୁ ସଡ଼କ ପରିବହନ ମନ୍ତ୍ରଣାଳୟ ଅନୁମୋଦନ କରିଛି। ଜାତୀୟ ରାଜପଥ ଓ ଏକ୍ସପ୍ରେସ୍ ୱେରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର। ଖୁବ୍ ଶୀଘ୍ର ଟୋଲ ଟିକସରୁ ମିଳିପାରେ ମୁକ୍ତି। ସଡ଼କ ପରିବହନ ମନ୍ତ୍ରଣାଳୟ ଟୋଲରୁ ଆଶ୍ୱସ୍ତି ଦେବା ପାଇଁ ଦୁଇଟି ପ୍ରସ୍ତାବ ଉପରେ ବିଚାର କରୁଛି। ପ୍ରଥମ ପ୍ରସ୍ତାବ ହେଉଛି ଅଢ଼େଇ ଲେନ୍ ଓ ସଂକୀର୍ଣ୍ଣ ଜାତୀୟ ରାଜପଥ ଉପରେ କୌଣସି ଶୁଳ୍କ ଲାଗୁ … Continue reading ମୋଦି ସରକାରଙ୍କ ମାଷ୍ଟରଷ୍ଟ୍ରୋକ: ଟୋଲ ଟିକସରୁ ମିଳିପାରେ ତ୍ରାହି