ବାଂଲାଦେଶୀଙ୍କ ପାଇଁ ‘ମାଷ୍ଟର ପ୍ଲାନ୍’ ପ୍ରସ୍ତୁତ ! || ‘Master Plan’ ready for Bangladeshis !

ଭାରତ ଭୂମିରୁ ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବା ପାଇଁ ମୋଦୀ ସରକାର ଏବେ ଏକ ବିରାଟ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିସାରିଛନ୍ତି। ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆରେ ଏକ ବଡ଼ ଘୋଷଣା କରି ସାରା ଦେଶକୁ ଜଣାଇଛନ୍ତି ଯେ, ଭାରତର ସୁରକ୍ଷା ଏବଂ ଜନସାଂଖ୍ୟିକ ଅସନ୍ତୁଳନ ବା ବଦଳୁଥିବା ଡେମୋଗ୍ରାଫି (Demography) ଉପରେ ଏକ ବଡ଼ ସର୍ଜିକାଲ ଆକ୍ସନ ନିଆଯାଉଛି। ଦେଶରେ ଚାଲିଥିବା ବେଆଇନ ଅନୁପ୍ରବେଶ ଏବଂ ଜନସଂଖ୍ୟାର ଅସ୍ୱାଭାବିକ … Continue reading ବାଂଲାଦେଶୀଙ୍କ ପାଇଁ ‘ମାଷ୍ଟର ପ୍ଲାନ୍’ ପ୍ରସ୍ତୁତ ! || ‘Master Plan’ ready for Bangladeshis !