ଋଷିକୂଲ୍ୟାରେ ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ

Olive Ridley: ପ୍ରଥମ ଦିନରେ ୧୧ହଜାର କଇଁଛ ଅଣ୍ଡା ଦେଲେ ଗଞ୍ଜାମ ବ୍ଲକ୍‌ ଋଷିକୂଲ୍ୟା ମୁହାଣରେ ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ଆରମ୍ଭ ହୋଇଛି। ବିଶ୍ୱର ସର୍ବବୃହତ ଗଣଅଣ୍ଡାଦାନସ୍ଥଳୀ ମାନ୍ୟତା ପାଇଥିବା ଋଷିକୂଲ୍ୟା ମୁହାଣ ସଂଲଗ୍ନ ବାଲୁକାଶଯ୍ୟା ପୋଡ଼ମପେଟାରେ ସୃଷ୍ଟି ହୋଇଥିବା ଡାଇନାମିକ୍‌ ବିଚ୍‌ (ପରିବର୍ତ୍ତନଶୀଳ ବେଳାଭୂମି)ରେ ଗଣଅଣ୍ଡାଦାନ ହୋଇଛି। ହଜାର ହଜାର ସଂଖ୍ୟାରେ କଇଁଛ ସମୁଦ୍ରରୁ କୂଳକୁ ଆସି ବାଲୁକା ଶଯ୍ୟାରେ ଅଣ୍ଡାଦାନ କରୁଛନ୍ତି। ଚଳିତ ବର୍ଷ ପାଗ ଅନୁକୂଳ ରହିଥିବାରୁ ଠିକ୍‌ … Continue reading ଋଷିକୂଲ୍ୟାରେ ଅଲିଭ୍‌ ରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ଆରମ୍ଭ