ମୁହଁର ସୌନ୍ଦର୍ଯ୍ୟ ବଢ଼ାଏ ମସୁର ଡାଲି

Masoor Dal: ଭାରତରେ ଘରମାନଙ୍କରେ ଭାତ ବଢା ହେଲେ ଆଗେ ଡାଲି ଖୋଜା ହୁଏ। ଡାଲିର ଚାହିଦା ସବୁ ଘରେ ଘରେ ଦେଖାଯାଇଥାଏ । ତେଣିକି ସେ ହରଡ ହେଉ କିମ୍ବା କୋଳଥ। ଶରୀର ବୃଦ୍ଧି ପାଇଁ ଡାଲି ଯେତିକି ଆବଶ୍ୟକ, କେଶ ଓ ମୁହଁର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଡାଲି ସେତିକି ଆବଶ୍ୟକ। ଏହା ଶରୀରକୁ ପ୍ରୋଟିନ ଯୋଗାଇଥାଏ। ତେଣୁ ଡାଲି ସମସ୍ତଙ୍କର ମୁଖ୍ୟ ପସନ୍ଦ ହୋଇଥାଏ। ଡାଲିମାନଙ୍କ ମଧ୍ୟରେ ହରଡ ରାଜା ହେଲେ ମଧ୍ୟ … Continue reading ମୁହଁର ସୌନ୍ଦର୍ଯ୍ୟ ବଢ଼ାଏ ମସୁର ଡାଲି