ଗୁରୁପୁତ୍ର ଜୋରାବର ଓ ଫତେହ ସିଂହଙ୍କ ବଳିଦାନ ଓ ବୀର ବାଲ ଦିବସ

          ଡ. ସମନ୍ୱୟ ନନ୍ଦ ଭାରତର ପଶ୍ଚିମୋତ୍ତର ଅଞ୍ଚଳରେ ଆରମ୍ଭ ହୋଇଥିବା ଭାରତୀୟ ଦଶଗୁରୁ ପରମ୍ପରା ଯଦି ନ ଥାନ୍ତା ତେବେ ପାଖାପାଖି ଅଧା ଉତ୍ତର ଭାରତ ଇସଲାମରେ ମତାନ୍ତରିତ ହୋଇସାରିଥାନ୍ତା। ଦଶଗୁରୁ ପରମ୍ପରାର ଦଶମଗୁରୁ ଗୁରୁଗୋବିନ୍ଦ ସିଂହଙ୍କ ପ୍ରକାଶ ପର୍ବ ଦିନ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୨ରେ ଦୁଇ ସାନ ଗୁରୁପୁତ୍ରଙ୍କ ବଳିଦାନ ଦିବସକୁ ବୀର ବାଳ ଦିବସରୂପେ ପାଳନ କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ସେତେବେଳେ ମୋଗଲ ଶାସକ ଔରଙ୍ଗଜେବର … Continue reading ଗୁରୁପୁତ୍ର ଜୋରାବର ଓ ଫତେହ ସିଂହଙ୍କ ବଳିଦାନ ଓ ବୀର ବାଲ ଦିବସ