ସମୟ ବଡ଼ ବଳବାନ: ଦିନେ ଯାହାଙ୍କୁ ଆପ୍ ବିଧାନସଭାରୁ ବାହାରକୁ ଫୋପାଡ଼ି ଦେଇଥିଲା, ଏବେ ସିଏ ଦିଲ୍ଲୀ ବାଚସ୍ପତି!

Vijendra Gupta Delhi Assembly Speaker: ବିଜେନ୍ଦର ଗୁପ୍ତା ଦିଲ୍ଲୀ ବିଧାନସଭାର ବାଚସ୍ପତିଭାବେ ନିର୍ବାଚିତ ହୋଇଛନ୍ତି। କ୍ରମାଗତ ତୃତୀୟ ଥର ପାଇଁ ରୋହିଣୀରୁ ବିଧାୟକ ଥିବା ବିଜେନ୍ଦର ଗୁପ୍ତା ପୂର୍ବ ଆପ୍ ସରକାର ସମୟରେ ବିରୋଧୀ ଦଳ ନେତା ଥିଲେ। ୨୦୧୫-୨୦୨୦ ମଧ୍ୟରେ ସେ ଅନେକ ଥର ଶାସକ ଆମ୍ ଆଦମୀ ପାର୍ଟିକୁ ବିରୋଧ କରିଥିଲେ ଏବଂ ଏହି ସମୟରେ ତାଙ୍କୁ ବିଧାନସଭାରୁ ବାହାର କରି ଦିଆଯାଇଥିଲା। ଏବେ ତାଙ୍କୁ ବିଧାନସଭା ବାଚସ୍ପତି ଦାୟିତ୍ୱ ଦିଆଯାଇଛି। ଥରେ … Continue reading ସମୟ ବଡ଼ ବଳବାନ: ଦିନେ ଯାହାଙ୍କୁ ଆପ୍ ବିଧାନସଭାରୁ ବାହାରକୁ ଫୋପାଡ଼ି ଦେଇଥିଲା, ଏବେ ସିଏ ଦିଲ୍ଲୀ ବାଚସ୍ପତି!