ମାର୍ଚ୍ଚକୁ ପ୍ରଥମ ସାମୁଦ୍ରିକ ସଂରକ୍ଷଣ ସଚେତନତା ମାସ ଭାବେ ପାଳନ କରିବ ଓଡ଼ିଶା

Marine Conservation Awareness: ସଚେତନତା ମାସରେ ସମୁଦାୟମାନଙ୍କୁ ଶିକ୍ଷିତ କରିବା ପାଇଁ ଆଉଟ୍ରିଚ୍ ଅଭିଯାନ, ଡିଜିଟାଲ୍ ଅଧିବେଶନ ଏବଂ ବିଶେଷଜ୍ଞ କର୍ମଶାଳା ଆୟୋଜନ କରାଯିବ। ସାମୁଦ୍ରିକ ସଂରକ୍ଷଣ ଦିଗରେ ଓଡ଼ିଶାର ପ୍ରତିବଦ୍ଧତାକୁ ଦୃଢ଼ କରିବା ସହ ପ୍ରଥମ ଥର ପାଇଁ ୨୦୨୫ ମାର୍ଚ୍ଚକୁ ଅଲିଭ୍ ରିଡ଼ଲେ କଇଁଛ ଓ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ସଚେତନତା ମାସ ଭାବେ ପାଳନ କରିବାକୁ ଘୋଷଣା କରାଯାଇଛି। ରାଜ୍ୟର ସାମୁଦ୍ରିକ ଜୈବ ବିବିଧତାର ସୁରକ୍ଷା ପାଇଁ ସମ୍ପ୍ରଦାୟ, ବିଶେଷଜ୍ଞ ଏବଂ ସ୍ୱେଚ୍ଛାସେବୀ … Continue reading ମାର୍ଚ୍ଚକୁ ପ୍ରଥମ ସାମୁଦ୍ରିକ ସଂରକ୍ଷଣ ସଚେତନତା ମାସ ଭାବେ ପାଳନ କରିବ ଓଡ଼ିଶା