‘ମନ୍ କି ବାତ୍’: କଳାହାଣ୍ଡିରେ ପନିପରିବା ବିପ୍ଳବକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

Kalahandi : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର କଳାହାଣ୍ଡି ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ଜଳ ଓ ସମ୍ବଳର ଅଭାବ ସତ୍ତ୍ୱେ ସଫଳତାର ଏକ ନୂଆ କାହାଣୀ ଲେଖୁଛି । ମୁଁ ଆପଣଙ୍କୁ ଓଡ଼ିଶାର କଳାହାଣ୍ଡିର ଏକ ପ୍ରୟାସ ବିଷୟରେ କହିବାକୁ ଚାହୁଁଛି – ‘ପନିପରିବା ବିପ୍ଳବ’ ଯେଉଁଠାରେ ଏକଦା କୃଷକମାନେ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲେ; ଆଜି କଳାହାଣ୍ଡିର ଗୋଲାମୁଣ୍ଡା ବ୍ଲକ ଏକ ପରିବା ହବରେ ପରିଣତ ହୋଇଛି। ମାତ୍ର ୧୦ ଜଣ କୃଷକଙ୍କୁ … Continue reading ‘ମନ୍ କି ବାତ୍’: କଳାହାଣ୍ଡିରେ ପନିପରିବା ବିପ୍ଳବକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି