କେବଳ ଗୋଟିଏ କଥା କହି ମନମୋହନ ସିଂହ ‘ଅମର’ ହୋଇଗଲେ, ତାଙ୍କ ‘ନୀରବତା’ ବିରୋଧୀଙ୍କ ହଙ୍ଗାମାକୁ ଶାନ୍ତ କଲା

Manmohan Singh : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୦୧୪ରେ ଗଣମାଧ୍ୟମ ଏବଂ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ କହିଥିଲେ ଯେ ତାଙ୍କ ନେତୃତ୍ୱ ଦୁର୍ବଳ ନୁହେଁ ଏବଂ ରାଜନୈତିକ ଚାପ ସତ୍ତ୍ୱେ ସେ ନିଜ ଦେଶର ସ୍ୱାର୍ଥ ପାଇଁ ସର୍ବୋତ୍ତମ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ କାର୍ଯ୍ୟକାଳକୁ ନେଇ ଆସ୍ଥା ପ୍ରକଟ କରିବା ସହ ଇତିହାସ ତାଙ୍କୁ ନ୍ୟାୟ ଦେବ ବୋଲି କହିଛନ୍ତି। କେବଳ ଗୋଟିଏ କଥା କହି ‘ଅମର’ ହୋଇଗଲେ ମନମୋହନ ସିଂହ ତାଙ୍କ … Continue reading କେବଳ ଗୋଟିଏ କଥା କହି ମନମୋହନ ସିଂହ ‘ଅମର’ ହୋଇଗଲେ, ତାଙ୍କ ‘ନୀରବତା’ ବିରୋଧୀଙ୍କ ହଙ୍ଗାମାକୁ ଶାନ୍ତ କଲା