ମନମୋହନ ସିଂହ ଥିଲେ ବୌଦ୍ଧିକ ଓ ଦୂରଦର୍ଶୀ ପ୍ରଧାନମନ୍ତ୍ରୀ
Manmohan Singh : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅର୍ଥନୀତିଜ୍ଞ ତଥା ବିଶିଷ୍ଟ ଶିକ୍ଷାବିତ୍ ମନମୋହନ ସିଂହଙ୍କ ନିଧନ ଏକ ଅପୂରଣୀୟ କ୍ଷତି। ୧୯୩୨ ମସିହାରେ ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ମନମୋହନ ସିଂହ, ତାଙ୍କ ଶିକ୍ଷାର ଆରମ୍ଭ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ହୋଇଥିଲା। ପରେ ସେ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସେ ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ। ୧୯୯୧ରେ ଭାରତ ଗଭୀର ଆର୍ଥିକ ସଙ୍କଟ ସମୟରେ … Continue reading ମନମୋହନ ସିଂହ ଥିଲେ ବୌଦ୍ଧିକ ଓ ଦୂରଦର୍ଶୀ ପ୍ରଧାନମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed