ଶିଖ ଧର୍ମରେ କେମିତି ହୋଇଥାଏ ଅନ୍ତିମ ସଂସ୍କାର,ହିନ୍ଦୁ ଧର୍ମଠାରୁ ଶିଖ ଅନ୍ତିମ ସଂସ୍କାର କେତେ ଭିନ୍ନ?

Manmohan Singh Funeral: ଶିଖ୍ ଧର୍ମର ରୀତିନୀତି ଅନୁଯାୟୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଜାଣନ୍ତୁ ହିନ୍ଦୁ ଧର୍ମର ଅନ୍ତିମ ସଂସ୍କାରର ରୀତିନୀତିଠାରୁ ଶିଖ୍‍ ଧର୍ମର ରୀତିନୀତି କେମିତି ଅଲଗା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ୨୦୧୯ ଡିସେମ୍ବର ୨୬ତାରିଖରେ ଦେହାନ୍ତ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ଡିସେମ୍ବର ୨୮ ତାରିଖ ପୂର୍ବାହ୍ନରେ ଦିଲ୍ଲୀର ନିଗମବୋଧ ଘାଟରେ ସମ୍ପନ୍ନ ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ … Continue reading ଶିଖ ଧର୍ମରେ କେମିତି ହୋଇଥାଏ ଅନ୍ତିମ ସଂସ୍କାର,ହିନ୍ଦୁ ଧର୍ମଠାରୁ ଶିଖ ଅନ୍ତିମ ସଂସ୍କାର କେତେ ଭିନ୍ନ?