ସୁରଙ୍କ ଘରେ ମହାଭରତ,ବଡ଼ ଭାଇଙ୍କୁ ଧୋଇଲେ ମନ୍ମଥ

ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଘର କଳି ବଢିବାରେ ଲାଗିଛି । ରାଜନୀତି ଘର ତାତିକୁ ବଢାଇ ସାରିଲାଣି । ବଡ଼ଭାଇ ଓ ସାନ ଭାଇ ମଧ୍ୟରେ ସଂପର୍କ ଆଉ ଠିକ ନାହିଁ । ଏହା ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବୟାନରୁ ଜଣା ପଡ଼ୁଛି । ଶନିବାର ଦିନ ମନ୍ମଥ ଗଣମାଧ୍ୟମ ସହିତ କଥା ହୋଇ ବଡ଼ ଭାଇ ସିଦ୍ଧାର୍ଥଙ୍କୁ ଟାର୍ଗେଟ୍ କରିଛନ୍ତି । ବଡ଼ଭାଇଙ୍କ ନାମ ନନେଇ ମନ୍ମଥ କହିଛନ୍ତି ଯେ, ମୋ … Continue reading ସୁରଙ୍କ ଘରେ ମହାଭରତ,ବଡ଼ ଭାଇଙ୍କୁ ଧୋଇଲେ ମନ୍ମଥ