ବୀରେନ ସିଂଙ୍କ ଇସ୍ତଫାର ଇନସାଇଡ୍ ଷ୍ଟୋରି
Biren Singh: ଭାରତୀୟ ଜନତା ପାର୍ଟି ନେତା ତଥା ମଣିପୁର ମୁଖ୍ୟମନ୍ତ୍ରୀ ନୋଙ୍ଗଥୋମ୍ବାମ୍ ବିରେନ ସିଂହ ଜାତିଗତ ହିଂସା ଏବଂ ଆଭ୍ୟନ୍ତରୀଣ କଳହ କାରଣରୁ ଇସ୍ତଫା ଦେଇଛନ୍ତି। ହିଂସାକାଣ୍ଡ ପାଇଁ ବିଜେପି ନେତା ଓ କୁକି ସଂଗଠନ ତାଙ୍କୁ ଦାୟୀ କରୁଥିଲେ। ରାଜ୍ୟପାଳ ବିରେନ ସିଂହଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନାସ୍ଥା ପ୍ରସ୍ତାବ ଆଣିବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଥିଲା। ବିଜେପି ନେତା ଓ କୁକି ସଂଗଠନର ଏକ ଗୋଷ୍ଠୀ ତାଙ୍କୁ ହଟାଇବାକୁ ଦାବି … Continue reading ବୀରେନ ସିଂଙ୍କ ଇସ୍ତଫାର ଇନସାଇଡ୍ ଷ୍ଟୋରି
Copy and paste this URL into your WordPress site to embed
Copy and paste this code into your site to embed