ମଣ୍ଡଳ ରାଜନୀତି କମଣ୍ତଳରେ ବିଲୀନ || Mandal politics is a joke in Kamandala

ବିହାର ରାଜନୀତିରେ ଆଜି ଏକ ନୂଆ ଯୁଗର ଆରମ୍ଭ ହୋଇଛି। ଯେଉଁ ବିଜେପି ଦୀର୍ଘ ଦଶନ୍ଧି ଧରି ବିହାରରେ ନୀତିଶ କୁମାରଙ୍କ ପଛରେ ରହି ‘ଜୁନିୟର ପାର୍ଟନର’ ଭାବେ କାମ କରୁଥିଲା, ଆଜି ସେହି ବିଜେପି ନିଜର ପ୍ରଥମ ମୁଖ୍ୟମନ୍ତ୍ରୀ ପାଇଛି। ସମ୍ରାଟ ଚୌଧୁରୀ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏବେ ବିହାରର ମଣ୍ଡଳ ରାଜନୀତି କମଣ୍ତଳରେ ବିଲୀନ ହେଲା ବୋଲି କୁହାଯାଉଛି। କିନ୍ତୁ ଏହି ପରିବର୍ତ୍ତନ କେବଳ ଏକ ପଦବୀର ପରିବର୍ତ୍ତନ ନୁହେଁ, … Continue reading ମଣ୍ଡଳ ରାଜନୀତି କମଣ୍ତଳରେ ବିଲୀନ || Mandal politics is a joke in Kamandala