ଚିକେନ୍ ତରକାରୀ ପାଇଁ ସ୍ୱାମୀ ନେଲା ସ୍ତ୍ରୀର ଜୀବନ

Murder: ସାମାନ୍ୟ ଚିକେନ୍ ତରକାରୀ ପାଇଁ ନୃସଂଶ ପାଲଟିଗଲା ସ୍ୱାମୀ । ସାତ ଜନ୍ମର ସମ୍ପର୍କକୁ ଭୁଲି ଯାଇ ସ୍ତ୍ରୀର ଜୀବନ ନେବାକୁ ପଛାଇଲା ନାହିଁ । ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଧାନିଆନାଲି ମୁଣ୍ଡା ସାହି ଗାଁରେ। ରବିବାର ରାତିରେ ରାତ୍ରି ଭୋଜନ ପାଇଁ ଚିକେନ୍ ତରକାରି ନ ରାନ୍ଧିବା ପାଇଁ ଜଣେ 35 ବର୍ଷୀୟା ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ମୃତକଙ୍କ … Continue reading ଚିକେନ୍ ତରକାରୀ ପାଇଁ ସ୍ୱାମୀ ନେଲା ସ୍ତ୍ରୀର ଜୀବନ