ଶୋଇବା ଅବସ୍ଥାରେ ଯୁବକ ହଜାରେ କମ୍ପାନୀରେ କଲେ ଆବେଦନ, ସକାଳୁ ଚାକିରି ଉପରେ ଚାକିରି ଅଫର

Ai Bot: ଆଜିର ସମୟରେ ଏଆଇ ସାହାଯ୍ୟରେ ମଣିଷ ସେହି ସବୁ କାମ କରୁଛି ଯାହା ପୂର୍ବରୁ କେହି ଆଶା କରିନଥିଲେ। ନିକଟରେ ଏକ କାହାଣୀ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ଶୋଇଥିବା ସମୟରେ ଏକ ହଜାର କମ୍ପାନୀକୁ ନିଜର ସିଭି ପଠାଇଥିଲେ। ଯାହା ପରେ ସକାଳୁ ଉଠିବା ପରେ ବ୍ୟକ୍ତିର ଭାଗ୍ୟ ବଦଳିଯାଇଥାଏ। ଏଆଇ ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଶବ୍ଦ ବହୁତ ଲୋକପ୍ରିୟ। ଏହା ସହ ଜଡ଼ିତ ଅନେକ କାହାଣୀ ପ୍ରତିଦିନ ଲୋକଙ୍କ ମଧ୍ୟରେ … Continue reading ଶୋଇବା ଅବସ୍ଥାରେ ଯୁବକ ହଜାରେ କମ୍ପାନୀରେ କଲେ ଆବେଦନ, ସକାଳୁ ଚାକିରି ଉପରେ ଚାକିରି ଅଫର