ମମତା କରିଥିଲେ ସାଇଡ୍ ଲାଇନ୍ ; କିନ୍ତୁ ବିଜେପି ସରକାରଙ୍କ ସମୟରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ || Mamata was on the sidelines; but was given important responsibilities during the BJP government

୨୦୧୨ ମସିହାର ବିବାଦୀୟ ‘ପାର୍କ ଷ୍ଟ୍ରିଟ୍ ବଳାତ୍କାର’ ମାମଲା ପରେ ପୂର୍ବତନ ତୃଣମୂଳ କଂଗ୍ରେସ ଶାସନ ସମୟରେ କଥିତ ଭାବରେ ଦୂରେଇ ରଖାଯାଇଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ଦମୟନ୍ତୀ ସେନଙ୍କୁ ବଙ୍ଗଳାର ବର୍ତ୍ତମାନ ବିଜେପି ସରକାର ମହିଳା ବିରୋଧୀ ଅପରାଧ ତଦନ୍ତ କମିଶନରେ ନିଯୁକ୍ତ କରିଛନ୍ତି । ସୋମବାର ଦିନ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଟିଏମସିର ୧୫ ବର୍ଷର ଶାସନ ସମୟରେ ମହିଳା ଏବଂ ଶିଶୁ, ବିଶେଷକରି ଅନୁସୂଚିତ ଜାତି, ଜନଜାତି ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଅତ୍ୟାଚାର … Continue reading ମମତା କରିଥିଲେ ସାଇଡ୍ ଲାଇନ୍ ; କିନ୍ତୁ ବିଜେପି ସରକାରଙ୍କ ସମୟରେ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ || Mamata was on the sidelines; but was given important responsibilities during the BJP government