Mamata-Rahul ।। ମମତା–ରାହୁଲଙ୍କୁ ସୁପ୍ରିମ୍ ଝଟକା
ଏସଆଇଆର ଓ ଆଧାର ନାରେଟିଭ୍ର ମିଛ ନାଟକକୁ ସୁପ୍ରିମକୋର୍ଟ ଧ୍ୱଂସ୍ତ କରିଦେଇଛନ୍ତି। ଯେଉଁ ପ୍ରସଙ୍ଗକୁ ନେଇ ରାଜନୀତିକ ଦଳମାନେ ଶବ୍ଦରୁ ବାଦଲ ସୃଷ୍ଟି କରୁଥିଲେ, ଅଦାଲତ ସେଠି ତଥ୍ୟ ରୂପରେ ବଜ୍ରପାତ କରିଛନ୍ତି। ଭାରତୀୟ ଗଣତନ୍ତ୍ରର ସବୁଠାରୁ ସେନ୍ସିଟିଭ୍ ଯନ୍ତ୍ରଣା- ଭୋଟର୍ ତାଲିକା ଏବଂ ସବୁଠାରୁ ସହଜରେ ବିକୃତ କରାଯାଇପାରୁଥିବା ନାରେଟିଭ୍- ନାଗରିକତା। ଗତ କିଛି ମାସ ଧରି କଂଗ୍ରେସ ଓ ତୃଣମୂଳ କଂଗ୍ରେସ ପକ୍ଷରୁ ସୋସିଆଲ୍ ମିଡିଆରେ, ମଞ୍ଚରେ, ସଭାରେ ଏବଂ ଟେଲିଭିଜନ୍ ଷ୍ଟୁଡିଓରେ ଗୋଟିଏ … Continue reading Mamata-Rahul ।। ମମତା–ରାହୁଲଙ୍କୁ ସୁପ୍ରିମ୍ ଝଟକା
Copy and paste this URL into your WordPress site to embed
Copy and paste this code into your site to embed