ଇନ୍ଦିରାଙ୍କ ରାସ୍ତାରେ ମମତା ! || Mamata on Indira’s path!

ରାଜନୀତି ବିଷୟରେ ଗୋଟିଏ ବହୁତ ବଡ଼ ସତ କଥା କୁହାଯାଏ— “ଇତିହାସ ନିଜକୁ ନିଶ୍ଚୟ ଦୋହରାଏ।” ଯେତେବେଳେ କୌଣସି ଜଣେ ଶକ୍ତିଶାଳୀ ନେତା ନିଜର ଚରମ ସଫଳତାର ଶୀର୍ଷରେ ଥାଆନ୍ତି, ସେତେବେଳେ ସେ ଭାବନ୍ତି ଯେ ଦଳ ଏବଂ କ୍ଷମତା ସବୁକିଛି ତାଙ୍କରି ଇସାରାରେ ହିଁ ଚାଲିବ କିନ୍ତୁ ସମୟ ଚକ୍ର ଅଦ୍ଭୁତ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ନେଇ ଏବେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଚର୍ଚ୍ଚା … Continue reading ଇନ୍ଦିରାଙ୍କ ରାସ୍ତାରେ ମମତା ! || Mamata on Indira’s path!